Jump to content

ଶିରାମ ପୁରୀ

ଉଇକିଅଭିଧାନ‌ରୁ

ଶିରାମ ପୁରୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ଶ୍ରୀରାମପୁରରେ ପ୍ରସ୍ତୁତ (ଧଳା କାଗଜ) — (paper) Manufactured in Ṡerampore.

[ଦ୍ରଷ୍ଟବ୍ୟ —କଲିକତା ନିକଟସ୍ଥ ଉତ୍ତରପଡ଼ା 'ବାଲି'ଠାରେ ଥିବା କଳରେ ମାଟିଆ କାଗଜ ବା ବାଲି କାଗଜ ଓ ଶ୍ରୀରାମପୁର କଳରେ ଧଳା କାଗଜ ତିଆରି ହୁଏ]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବଙ୍ଗର ଶ୍ରୀରାମପୁରରେ ପ୍ରସ୍ତୁତ କଳ କାଗଜ —Mill-made paper of Serampore.