ଶିରାରେ ଶିରାରେ ଭେଦିବା
ଦେଖଣା
ଶିରାରେ ଶିରାରେ ଭେଦିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶିରାରେ ଶିରାରେ ଭେଦିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଦେହରେ ଶିରା ପ୍ରଶିରା ଦେଇ ଦେହଯାକ ବ୍ୟାପ୍ତ ହେବା — ୧. To be suffused in the whole body through the blood vessels.
- ୨. (ଲକ୍ଷଣାର୍ଥ) ମର୍ମକୁ ଭେଦିବା — ୨. (figurative) To pierce into the vital parts; to cut the quick.
[ଉ— ଯେପରି କୌଣସି ଔଷଧ ବା ବିଷ ଜୀବର ଶିରାରେ
ଶିରାରେ ଭେଦିଲେ ଫଳ ପୂର୍ଣ୍ଣରୂପେ ପ୍ରକାଶ ପାଏ, ସେହିପରି କୌଣସି କଥା କୌଣସି ବ୍ୟକ୍ତିର ମନକୁ ବିଶେଷ ବାଧିଲେ ଏ ବାକ୍ୟ ପ୍ରୟୋଗ କରାଯାଏ]