Jump to content

ଶିରାଳ

ଉଇକିଅଭିଧାନ‌ରୁ

ଶିରାଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ(ଶିରା+ବହୁଳାର୍ଥରେ. ଳ)

[ସମ୍ପାଦନା]
୧. ଶିରାଯୁକ୍ତ — ୧. Having blood yessles or ridges.
୨. ଶିରାବହୁଳ —୨. Abounding in blood vessels.
୩. ଯହିଁରେ ଶିରାମାନେ ବାହାରକୁ ଦେଖା ଯାଏ —୩. Whose blood vessles or ridges are visible or conspicuous.

(ଉ—ଶିରାଳ ଜଘଂ)

ବିଶେଷ୍ୟ -

[ସମ୍ପାଦନା]

କର୍ମାଙ୍ଗା; କରମଙ୍ଗା ଫଳ —A fruit; Averrhoa Carambola.