ଶିରି
ଦେଖଣା
ଶିରି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଶୃ ଧାତୁ=ହିଂସା କରିବା+କର୍ତ୍ତୃ. କ)
[ସମ୍ପାଦନା]- ୧. ହିଂସକ ବ୍ୟକ୍ତି —୧. A malicious person.
- ୨. ଖଡ୍ଗ — ୨. Sword.
- ୩. ବାଣ —୩. Arrow.
- ୪. ଶଲଭ; ଝିଣ୍ଟିକା —୪. Grasshopper; locust.
ଶିରି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ସଂସ୍କୃତ - ଶ୍ରୀ)
[ସମ୍ପାଦନା]- ୧. ଶ୍ରୀ; ଶୋଭା; ସୌନ୍ଦର୍ଯ୍ୟ — Beauty; grace.
[ଉ—କି ମୋହନ ଲିଳାଧରି କୋଟି କଳାକର ଶିରୀ ପୂରିଛି ସେ ଶ୍ୟାମ ମୂରତିରେ କବିସୂର୍ଯ୍ୟ—କିଶୋରୀ ଚମ୍ପୂ କ ଗୀତ]
- ୨. ଭାଗ୍ୟୋଦୟ —୨. The dawing of good fortune.
[ଉ—ତୁବା ଅର୍ଜିଲୁ କେତେ ଶିରି, ଆମ୍ଭଙ୍କୁ ଏତେ ଦୂର କରି ଭୂପତି—ପ୍ରେମପଞ୍ଚାମୃତ]
- ୩. ଲକ୍ଷ୍ମୀ; ସମ୍ପତ୍ତି; ବିଭବ —୩. Prosperity; riches.
[ଉ—ହେଳେ ଦେଲେ ଇନ୍ଦ୍ରଙ୍କୁ ତ୍ରିଭୂବନ ଶିରୀ କୃଷ୍ଣସିଂହ ମହାଭାରତ]
- ୪. ସୌଭାଗ୍ୟ —୪. Good fortune.
[ଉ— ମନୋରଥ ପଥେ ନ ଥିବା ଶିରୀ, ହେଲେ ଦିଅର କରଗତ କରି କବିସୂର୍ଯ୍ୟ—କବିତା]
ଅନୁବାଦ
[ସମ୍ପାଦନା]- ୫. ରମାଉତି ବୈଷ୍ଣବ ଓ ଦକ୍ଷିଣିଆମାନେ ମୁଣ୍ଡରେ ସିନ୍ଦୁକପରି ଯେଉଁ ଚୂର୍ଣ୍ଣକୁ ପାଣିରେ ଘୋରି ଚିତା କରନ୍ତି —୫. A kind of red powder used for painting the forehead by the B&aline;i̱shṇabad and Madrasis.
- ୬. (ସ୍ତ୍ରୀ) ଶ୍ରୀମତୀ ନାମ୍ନୀ ସ୍ତ୍ରୀର ଡାକ ନାମ —୬. Name calling Ṡrīmatī.
ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - ବିଶେଷଣ - (ପୂଜ୍ୟ ବସ୍ତୁ ବା ବ୍ୟକ୍ତିଙ୍କ ନାମ ପୂର୍ବରେ ଯୁକ୍ତ ସୌଭାଗ୍ୟ ଓ ସଂପଦ ସୁଚକ ଶବ୍ଦ)
[ସମ୍ପାଦନା]ଶ୍ରୀ; ଶ୍ରୀଯୁକ୍ତ; ଶ୍ରୀମାନ୍ —The word used before the name of a respected person or adored thing.
[ଉ—ଶୁଣ ହୋ ମନ ଏକ ଚିତ୍ତେ, ପୁରାଣ ଶିରୀ ଭୂପତି—ପ୍ରେମପଞ୍ଚାମୃତ]