Jump to content

ଶିରିଆ

ଉଇକିଅଭିଧାନ‌ରୁ

ଶିରିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

=== ଦେଶଜ - ବି—(ସଂସ୍କୃତ - ଶ୍ରୀ)

୧. (ପୁଂ) (ଅନାଦରାର୍ଥକ) ଶ୍ରୀବର, ଶ୍ରୀଧର ଆଦି ବ୍ୟକ୍ତିଙ୍କ ଡାକ ନାମ —Name for calling persons named Ṡrīkara Ṡrīdhara etc.
୨. (ସ୍ତ୍ରୀ)—ଶ୍ରୀମତୀର ଡାକ ନାମ —୨. Name for calling Ṡrīmatī.

=== ବୈଦେଶିକ - ବିଶେଷ୍ୟ - (ନାମ)

ସିରିଆ; ଆସିଆ ମହାଦେଶସ୍ଥ ତୁରସ୍କ ଦେଶର ଗୋଟିଏ ବିଲାୟତର ବା ପ୍ରଦୋଶର ନାମ —Syria; name of a province of Asiatic Turkey.

[ଦ୍ରଷ୍ଟବ୍ୟ —ପୂର୍ବେ ଏହା ଆସିଆ ମାଇନଗ୍ ଭା ଆସିୟିକ ତୁରସ୍କର ଗୋଟିଏ ବିଲାୟତ୍ ଥିଲା, ବର୍ତ୍ତମାନ ଏହି ତୁରସ୍କ ୪ଟି ରାଜ୍ୟରେ ବିଭକ୍ତ ଯଥା; ଆନାଟୋଲିଆ, ଇରାବ, ସିରିଆ, ଟ୍ରାନସ୍ ଜର୍ଡାନ ଆଲେପୋ ଓ ଦାମସ୍କସ୍ ସିରିଆର ପ୍ରଧାନ ନଗର]