Jump to content

ଶିରିକୁଣ୍ଡ

ଉଇକିଅଭିଧାନ‌ରୁ

ଶିରିକୁଣ୍ଡ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ହୁନ୍ଦିମାନଙ୍କର ତୀର୍ଥବିଶେଷ —Name of a sacred bathing place of the Hindus.

[ଉ—ଶିରୀକୁଣ୍ଡେ ଯାଇଣ ବ୍ରହ୍ମାଙ୍କ ସୁମରି, ଗାଧୋଇଲେ ହୁଅଇ ପୁଣ୍ୟେ ଅଧିକାରୀ କୃଷ୍ଣସିଂହ ମହାଭାରତ]