ଶିରିଣି ଯାଚିବା
ଦେଖଣା
ଶିରିଣି ଯାଚିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶିରିଣି ଯାଚିବା
|
ଦେଶଜ - କ୍ରି
[ସମ୍ପାଦନା]ମନୋବାଞ୍ଛା ସିଦ୍ଧ ହେଲେ ସତ୍ୟପୀର ବା ସତ୍ୟନାରାୟଣଙ୍କୁ ଶିରିଣି ଭୋଗ ଦେବା ପାଇଁ ବା ପାଲା କରିବା ପାଇଁ ମନାସିକା —To vow to offer Ṡiriṇi to Satyapīra Deity on the fulfilment of one's wish.