Jump to content

ଶିରିନି

ଉଇକିଅଭିଧାନ‌ରୁ

ଶିରିନି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ଫାରାସୀ - ଶୀରନୀ); (ତୁଳନାକର ସଂସ୍କୃତ - ଶିଖରିଣୀ= ଦୁଧ ସରରେ ପ୍ରସ୍ତୁତ ମିଷ୍ଟାନ୍ନ ବିଶେଷ)

[ସମ୍ପାଦନା]
୧. ମୁସଲ୍
ମାନଙ୍କ ପୂଜିତ ପୀରଙ୍କ ଦଜେୟ ନୈବେଦ୍ୟ —୧. Offerings made to departed Mahomedan saints.
୨. ମୁସଲମାନଙ୍କ 'ପୀର'ଙ୍କୁ 'ସତ୍ୟ— ପୀର, ବା ସତ୍ୟନାରାୟଣ, ରୂପେ ପୂଜା କରି ପାଲା (ଠିଆ— ପାଲା ଓ ପୋଥି ପୂଜା) କରିବା ଉପଲକ୍ଷରେ ହିନ୍ଦୁ ମାନେ ତାଙ୍କୁ ଯେଉଁ ମିଷ୍ଟାନ୍ନ ନୈବେଦ୍ୟରୂପେ ଅର୍ପଣ କରନ୍ତି — ୨. Offering of sweetmeat made to 'Satyapir' Deity worshipped by the Hindus.
୩. [[ ସତ୍ୟନାରାୟଣଙ୍କୁ ଭୋଗ ଦିଆଯିବା ପାଚିଲା କଦଳି, ଦୁଧ, ଗୁଡ଼ ବା ଚିନି, ମହ, ଘିଅ ଓ ଅଟା ବା ଚାଉଳ ଚୁନା ମିଶାଯାଇ ଚକଟା ହୋଇଥିବା ନୈବେଦ୍ୟ; ଅମୃତ କୁଣ୍ଡ]] (ଦେଖ) - ୩ Amṛuta kuṇḍa (See)

[ଦ୍ରଷ୍ଟବ୍ୟ —ସାଧରଣତଃ 'ବୁନ୍ଦିଆ' ମିଷ୍ଟାନ୍ନ କିମ୍ୱା ପାଚିଲା କଦଳୀକୁ ଦୁଧ, ଶର୍କରା ଓ ଅଟା ସଙ୍ଗେ ଚକଟି ତିଆରି କରାଯିବା କଦଳୀଚକଟାକୁ ହିନ୍ଦୁମାନେ ଶିରିଣ କହି ଥାଆନ୍ତି ହିନ୍ଦୁ ମାନେ 'ମାନସିକ' କରି ସତ୍ୟପୀରଙ୍କୁ ଶିରିଣି ଯାଚନ୍ତି ଓ ମନୋବା଼ଞ୍ଛା ପୂର୍ଣ୍ଣ ହେଲେ (ୟଥା— ପୁତ୍ରାଦି ଲାଭ ହେଲେ ବା ମକଦ୍ଦମା ଡିଗ୍ରୀ ହେଲେ) ପୀରଙ୍କୁ ଶିରିଣି ଭୋଗ ଲଗାନ୍ତି ଓ ପାଲା କରାନ୍ତି ମୁସଲ୍ମାନ୍ମାନେ କୋରାନ୍ଗ୍ରନ୍ଥରୁ ମନ୍ତ୍ର ପଢ଼ି ପୂରଙ୍କ 'ଶିରିନି' ଫାତିଆ କରନ୍ତି ବା ନୈବେଦ୍ୟ ଅର୍ପଣ କରନ୍ତି ଓ ହିନ୍ଦୁମାନେ ନାରାୟଣ ମନ୍ତ୍ର ପାଠ କରି ସତ୍ୟପୀରଙ୍କୁ ଶିରିଣି ଭୋଗ ଲଗାନ୍ତି ଓ ପୂଜା ସାରିବା ପରେ ଉକ୍ତ ଶିରିଣିକି ନିମନ୍ତ୍ରିତ ବ୍ୟକ୍ତିଙ୍କୁ ଓ ଗ୍ରାମ— ବାଲୀଙ୍କୁ ଓ ଉପସ୍ଥିତ ବୋଳକ ବାଳିକାଙ୍କୁ ବିତରଣ କରନ୍ତି

୪. (ଆଦରାର୍ଥକ) ଶ୍ରୀନିବାସର ଡାକ ନାମ —୪. Name for fondly calling Ṡnj̄nibāsa.