ଶିରିବତ୍ସ
=== ଗ୍ରାମ୍ୟ - ବିଶେଷ୍ୟ - ସଂସ୍କୃତ -
ଶ୍ରୀବତ୍ସ; ଶ୍ରୀକୃଷ୍ଣ —Sribatsa; Ṡīrkrushṇa.
[ଉ— ଏଣୁ ସେ ପୁର ଭୋଗକର ଶିରିବତ୍ସି କୃଷ୍ଣସିଂହ. ମହାଭାରତ]