ଶିରିମତୀ
ଦେଖଣା
ଶିରିମତୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - ବିଶେଷ୍ୟ - (ଅଶୁଦ୍ଧ)—(ସଂସ୍କୃତ - ଶ୍ରୀମଲୀ)
[ସମ୍ପାଦନା]- ୧. ଶ୍ରୀମତୀର ଡାକ ନାମ —୧. The name of calling for Ṡrīamatī.
- ୨. ରାଧିକା — ୨. Rādhikā.
ଗ୍ରାମ୍ୟ - ବିଶେଷଣ - (ସ୍ତ୍ରୀ)
[ସମ୍ପାଦନା]- ୧. ଶ୍ରୀଯୁକ୍ତା; ସୁନ୍ଦରୀ; ଶୋଭାଯୁକ୍ତା —୧. Graceful; beautiful.
- ୨. ଶୋଭାଗ୍ୟବତୀ —୩. Lucky (woman)
(ଉ—ଗମ୍ଭୀକର ଚାରୁଶିମତୀ ସେ କେଉଁ ଅମରୀ କବିସୂର୍ଯ୍ୟ କିଶୋରୀ ଚମ୍ପୂଗୀତ)
- ୩. ଲକ୍ଷ୍ମୀବତୀ (ସ୍ତ୍ରୀ) ୩. Affluent (Woman)