ଶିରିଶ
ଦେଖଣା
ଶିରିଶ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶିରିଶ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ଶିରୀଷ)—ଶିରୀଷ (ଦେଖ) - — ୧. Ṡirīsha (See)
- ୨. (ସଂସ୍କୃତ - ଶୀର୍ଷ) ପର୍ବତର ଶିଖର; ଶୀର୍ଷ —୨. Summit of a mountain.
[ଉ—କଲାନି ବଡ଼ କରି ନିର୍ଘୋଷ ଗିଳିଲା ଗିରି ବର ଶିରିଶ] ରସକଲ୍ଲୋଳ
ଅନୁବାଦ
[ସମ୍ପାଦନା]- ୩. (ସଂସ୍କୃତ - ଶ୍ରୀ ଶ) ଶ୍ରୀଶଚନ୍ଦ୍ର ନାମବ୍ୟକ୍ତିର ଡାକ ନାମ —୩. The name for calling Ṡrīṡachandra.
ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]ସିରିଶ ଇତ୍ୟାଦି (ଦେଖ) - —Siriṡa etc (See)