ଶିରିଶିରେଇ ଉଠିବା
ଦେଖଣା
ଶିରିଶିରେଇ ଉଠିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶିରିଶିରେଇ ଉଠିବା
|
ଶିରିଶିରି ହେବା, ଶିରିଶିରା (ରେ)ଇବା, ଶିରିଶିରା(ରେ)ଇହେବା ଅନ୍ୟରୂପ
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ଦେହ) ସିର୍ ସିର୍ ହେବା; ଲୋମାଞ୍ଚିତ ହେବା —୧. To bristle.
- ୨. (ଦେହ) ଜରଜର ବୋଧ ହେବା —୨. To feel feverish.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଶିହରାଇବା (ଦେଖ) - —Ṡiharāibā (See)