ଶିରୀଷ କୋମଳାଙ୍ଗୀ
(ଶିରୀଷ କୋମଳାଙ୍ଗ—ପୁଂ)
ଶିରୀଷ ପରି ଅଙ୍ଗ ଯାହାର) ଶିରୀଷଫୁଲ ପରି ସୁକୁମାରୀ —With the body as delicate as the Ṡirīsha flower.
[ଦ୍ରଷ୍ଟବ୍ୟ —ଏଥିର ପୁଲିଙ୍ଗ 'ଶିରୀଷ କୋମଳାଙ୍ଗ; କିନ୍ତୁ ଏ ବିଶେଷଣକୁ କବିମାନେ ପୁରୁଷଙ୍କ ପ୍ରତି ଲଗାଇତିବା ଶୁଣା— ନାହିଁ]