ଶିରୀହତା
(ଶିରିହାତିଆ—ଅନ୍ୟରୂପ)
[ବିଷହତା(ସ୍ତା)—ବିପରୀତ]
ଯେଉଁ ପୁରୁଷର ହାତ ଏପରି ଶ୍ରୀବନ୍ତ ଯେ, ତାହା ହାତ ଯେଉଁଠାରେ ଲାଗେ ସେଠାରେ ଶୁଭ ଘଟେ —(a man) Having an auspicious hand.