ଶିରୀହାତୀ
(ଶିରୀହାତେଈ—ଅନ୍ୟରୂପ)
ଯେଉଁ ସ୍ତ୍ରୀର ହାତ ଏପରି ଶ୍ରୀବନ୍ତ ଯେ, ତାହା ହାତ ଯେଉଁଠାରେ ଲାଗେ ସେଠାରେ ଶୁଭ ଘଟେ —(woman) Having an auspicious hand.