Jump to content

ଶିରେ ଘେନିବା

ଉଇକିଅଭିଧାନ‌ରୁ

ଶିରେ ଘେନିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]

(କଥା) ମାନିବା; (ଆଦେଶ) ପାଳିବା; ଶିରୋଧାର୍ଯ୍ୟ କରିବା —To obey (an order); to bow down to (an order).

[ଉ—ଆହେ ଯୁଧିଷ୍ଠିର ଏରୂପେ ଦମୟନ୍ତୀ, ବଚନ ଘେନି ଶିରେ କେଶନୀ ଯୁବତୀ କୃଷ୍ଣସିଂହ—ମହାଭାରତ]