Jump to content

ଶିରୋଧରା

ଉଇକିଅଭିଧାନ‌ରୁ

ଶିରୋଧରା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶିରସ୍+ଧୃ ଧାତୁ+କର୍ତ୍ତୃ. ଅ; +ଆ)

[ସମ୍ପାଦନା]

ବେକ; ଗ୍ରୀବ —The neck.

[ଉ—କୁଟଳି ଭାବେ ଶିରୋଧର, ପୃଷ୍ଠ କୁଟିଳ କଳେବର—ଜଗନ୍ନାଥ. ଭାଗବତ]