ଶିରୋଧାର୍ଯ୍ୟ କରିବା
ଦେଖଣା
ଶିରୋଧାର୍ଯ୍ୟ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶିରୋଧାର୍ଯ୍ୟ କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ସମ୍ମାନ ସହିତ ଗ୍ରହଣ କରିବା — ୧. To acccept or submit to with respect.
- ୨. (ଆଦେଶାଦି) ପାଳନ କରିବା —୨. To obey a carry. out (an order).
[ଉ— ଆପଣଙ୍କ ହୁକୁମ ମୁଁ ଶିରୋଧାର୍ଯ୍ୟ କଲି ]
- ୩. ସମ୍ମାନ ବା କୃତଜ୍ଞତାର ନିଦର୍ଶନ ସ୍ୱରୁପ (କୌଣସି ବସ୍ତୁକୁ) ନତମସ୍ତକରେ ଗ୍ରହଣ କରିବା —୩. To accept any thing with the head bowed down (as a token of respect of gratitude)