Jump to content

ଶିରୋଧି

ଉଇକିଅଭିଧାନ‌ରୁ

ଶିରୋଧି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶିରସ୍+ଧା ଧାତୁ+କର୍ତ୍ତୃ. ଇ)

[ସମ୍ପାଦନା]

ଗ୍ରୀବା; ବେକ [ହିନ୍ଦୀ - ଶ] —The neck.