Jump to content

ଶିରୋବଲ୍ଲୀ

ଉଇକିଅଭିଧାନ‌ରୁ

ଶିରୋବଲ୍ଲୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶିରସ୍+ବଲ୍ଲୀ; ଶିରରେ ଅବସ୍ଥିତ ବଲ୍ଲୀ; ମ. ପ. ଲୋ)

[ସମ୍ପାଦନା]

ମୟୂରର ବା କୁକୁଡ଼ାର ଚୂଳ [ହିନ୍ଦୀ - ଶ] —The tuft of feathers on the head of a peacock or cock.