Jump to content

ଶିରୋବସ୍ତି

ଉଇକିଅଭିଧାନ‌ରୁ

ଶିରୋବସ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବାତଜ ଶିରୋବ୍ୟଥାର ଉପଚାର ବିଶେଷ [ହିନ୍ଦୀ - ଶ] —A kind og fomentation for head diseases.

[ଦ୍ରଷ୍ଟବ୍ୟ —ବରିବଟାଦ୍ୱାରା ମୁଣ୍ଡ ଉପରେ ଆଠ ବା ଷୋଳ ଆଙ୍ଗୁଳର ଗୋଲାକାର ବନ୍ଧ ବାନ୍ଧି ନାହିଁ ମଧ୍ୟରେ ଗରମ ତେଲ ରଖି ୪ ଘଡ଼ିରେ ବାହାର କରିବା ଶିରୋବସ୍ତି; ଏଥିରେ ବାତଜ ଶିରୋରୋଗ, କର୍ଣ୍ଣରୋଗ, ଗ୍ରୀବାରୋଗ, ଥୋଡ଼ରୋଗ ୪\୫: ଦିନେ ଭଲ ହୁଏ]