Jump to content

ଶିରୋଭୁଷଣ

ଉଇକିଅଭିଧାନ‌ରୁ

ଶିରୋଭୁଷଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(୬ଷଷ୍ଠୀ ତତ୍)

[ସମ୍ପାଦନା]
୧. ମୁଣ୍ଡରେ ପିନ୍ଧା ଯିବା ଅଳଙ୍କାରାଦି —୧. Ornaments for the head.
୨. ଉଷ୍ଣୀଷ; ପଗଡ଼ୀ; ମୁକୁଟ — ୨. Turban; cap; crown.
୩. ଶିରୋମଣି— ଶ୍ରେଷ୍ଠ ବ୍ୟକ୍ତି (ହିନ୍ଦୀ - ଶ.) —୩. Eminent person.