Jump to content

ଶିରୋମଣି

ଉଇକିଅଭିଧାନ‌ରୁ

ଶିରୋମଣି

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଶିରଃ+ମଣି; ମ.ପ.ଲୋ. କର୍ମଧା; ଶିରରେ ପିନ୍ଧା ଯିବା ମଣି)

[ସମ୍ପାଦନା]
୧. ଶିରୋରତ୍ନ; ମସ୍ତକରେ ପିନ୍ଧାଯିବା ରତ୍ନ ଭୂଷଣ —୧. A gem worn on the head.
୨. ମୁକୁଟସ୍ଥ ରତ୍ନ —୨. A gem on the crown; a crest jewel.
୩. ବିଶିଷ୍ଟ ପଣ୍ଡିତମାନଙ୍କୁ ଦିଆ— ଯିବା ଉପାଧି —୩. A title given to Pandits.
୪. ଶ୍ରେଷ୍ଠ ବ୍ୟକ୍ତି —୪. An eminent perosn.
୫. ମାଳାର ମେରୁ (ହିନ୍ଦୀ - ଶ) —୫. The head bead of a rosary.

ଦେଶଜ - ବିଶେଷ୍ୟ - ପୁଂ. ଓ ସ୍ତ୍ରୀ

[ସମ୍ପାଦନା]
୧. ଦଳର ବା ଶ୍ରେଣୀର ଶ୍ରେଷ୍ଠ ବ୍ୟକ୍ତି —୧. Chief amongst a class of person.
୨. ଅଗ୍ରଣୀ; ଅଗ୍ରଗଣ୍ୟ ବ୍ୟକ୍ତି — ୨. Headman; leader.

[ଯଥା—ଧୁର୍ତ୍ତ ଶିରୋ— ମଣି, ଚତୁର ଶିରୋମଣି, ନାଗରୀ ଶିରୋମଣି]