Jump to content

ଶିରୋମାଳା

ଉଇକିଅଭିଧାନ‌ରୁ

ଶିରୋମାଳା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଶିରସ୍+ମାଳା)

[ସମ୍ପାଦନା]
୧. ଶିରରେ ପିନ୍ଧା ଯିବା ମାଳା —୧. A chaplet worn round the head.
୨. ନରମୁଣ୍ଡମାନଙ୍କରେ ଗୁନ୍ଥା ହୋଇଥିବା ମାଳା —୨. A garland made of skulls strung together.

[ଦ୍ରଷ୍ଟବ୍ୟ —ମହାଦେବ ଓ କାଳୀ ଶିରୋମାଳା ପରିଧାନ କରନ୍ତି]