Jump to content

ଶିର୍କାସ୍ତ

ଉଇକିଅଭିଧାନ‌ରୁ

ଶିର୍କାସ୍ତ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

[ପାଇକାସ୍ତ୍—ବିପରୀତ]

ଦେଶଜ - ବିଶେଷ୍ୟ - (ଫାରାସୀ - କଚିରିଆ)

[ସମ୍ପାଦନା]

ଜମିଦାରଙ୍କ ଖାସ ଦଖଲରେ ଥିବା ଚାଷ ଜମି; ଜମିଦାରଙ୍କ ନିଜ ଯୋତ — A Zamidar's Nijjote; land cultivated by the Zamindar himself.