Jump to content

ଶିର୍ଷ ସ୍ଥାନୀୟ

ଉଇକିଅଭିଧାନ‌ରୁ

ଶିର୍ଷ ସ୍ଥାନୀୟ

ଉଚ୍ଚାରଣ

[ସମ୍ପାଦନା]
[ଶୀର୍ଷ ସ୍ଥାନୀୟା—ସ୍ତ୍ରୀ] 

ସଂସ୍କୃତ - ବିଶେଷଣ - (ଶୀର୍ଷ ସ୍ଥାନ+ଈୟ)

[ସମ୍ପାଦନା]
୧. ଶୀର୍ଷ ସ୍ଥାନ ଅଧିକାର କରିବାର ଯୋଗ୍ୟ —୧. Fit to occupy the highest position.
୨. ସର୍ବପ୍ରଧାନ (ବ୍ୟକ୍ତି) —୨. Most prominent (person).