Jump to content

ଶିର ଉଣ୍ଡି ଚଡ଼ୁ ଦେବା

ଉଇକିଅଭିଧାନ‌ରୁ

ଶିର ଉଣ୍ଡି ଚଡ଼ୁ ଦେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବାକ୍ୟ (ଲକ୍ଷଣାର୍ଥ)

[ସମ୍ପାଦନା]

କୌଣସି କାର୍ଯ୍ୟ ସାଧନାର୍ଥ ଯଥୋ— ପଯୁକ୍ତ ଉପାୟ ବା ପତ୍ରିକାର ଅବଲମ୍ୱନ କରିବା —(figurative) To take proper steps for accomplishing a thing.

[ଦ୍ରଷ୍ଟବ୍ୟ — ମୁଣ୍ଡ ଓ ଗୋଡ଼ ଆଦି ବିନ୍ଧୁଥିଲେ ଯେବେ ବିନ୍ଧୁଥିବା ସ୍ଥାନ ସଙ୍ଗେ ସମ୍ପର୍କ ଯୁକ୍ତ ଶିରାକୁ ଉଣ୍ଡି ବା ଠିକଣା କରି ଉକ୍ତ ଶିରାରେ ଚଡ଼ୁ ଦିଆଯାଏ ତାହାହେଲେ ବିନ୍ଧା ଭଲ ହୋଇଯାଏ ଉପଯୁକ୍ତ ଶିରାରେ ଚିଡ଼ୁ ନ ଦେଲେ ବିନ୍ଧା କମେ ନାହିଁ ଏହି ଉଦାହରଣରୁ ଏ ବାକ୍ୟ ବ୍ୟବହୃତ ହୁଏ]