ଶିର କମଳ
ଦେଖଣା
ଶିର କମଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ରୂପକ କର୍ମଧାରୟ; ମୁଣ୍ଡରୂପ ପଦ୍ମ)
[ସମ୍ପାଦନା]- ୧. ଆପଣାର ମସ୍ତକ —୧. One's own head (cowpared to a lotus flower).
(ଉ—ଶିରକମଳ ମାଗିଲେ ତୁ ଦେବୁ, ବ୍ରହ୍ମଜ୍ଞାନକୁ କେବେ ନ କହିବୁ—ପ୍ରାଚୀ ପରଚେଗୀତା)
- ୨. (ଲକ୍ଷଣାର୍ଥ) ଆପଣାର ଜୀବନ —୨. (figurative) One's own life.
(ଯଥା—ମୁଁ ଆପଣଙ୍କ ଚରଣ ତଳେ ମୋ ଶିରକମଳ ସମର୍ପିଦେଉଛି, ଆପଣା ରଖନ୍ତୁ ବା ମାରନ୍ତୁ)