ଶିର ଟାଣିବା
(ଲକ୍ଷଣାର୍ଥ) ଆସ୍ପାଳନ କରିବା —To raise one's head in token of boasting; to brag.
[ଉ— ଗନ୍ଧର୍ବ୍ୱ ପତି ମୁଖୁଁ ଏବଚନ ଶୁଣି; ଧାଇଁଲେ ଯୁଦ୍ଧକୁ ଗନ୍ଧର୍ବେ ଶିରଟାଣି କୃଷ୍ଣସିଂହ—ମହାଭାରତ—ବନ]