ଶିର ବିକିବା
ଦେଖଣା
ଶିର ବିକିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶିର ବିକିବା
|
(ଶିର ବିକିଦେବା—ଅନ୍ୟରୂପ)
ଦେଶଜ - କ୍ରି—(ସଂସ୍କୃତ - ଶିର+ବିକ୍ରୟ) (ଲକ୍ଷଣାର୍ଥ)
[ସମ୍ପାଦନା]ଦାସ୍ୟ ସ୍ୱୀକାର କରିବା —(figurative) To sell one's head; to accept service or slavery under another.
[ଉ— ଏମନ୍ତ ଗୁରୁ ଚରଣେ ଶିରକୁ ବିକିବି—ପ୍ରାଚୀ. ଶ୍ରୀଗୁରୁଭକ୍ତି ଗୀତା]