Jump to content

ଶିଲ

ଉଇକିଅଭିଧାନ‌ରୁ

ଶିଲ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

=== ପ୍ରା. ଦେଶଜ -[ଗଞ୍ଜାମ ଓ ଗଡଜାତ] ବୈଦେଶିକ - ବି—[ତେଲୁଗୁ— ସେଲ୍ଉ]

୧. ଅନୁମତି —୧. Permission.
୨. ବିଦାୟର ଅନୁମତି —୨. Permission to go or depart.
୩. ବିଦାୟ; ମେଲାଣି —୩. Good-bye; farewell.
୪. କାର୍ଯ୍ୟରୁ ଛୁଟି ବା ଅବସର — ୪. Leave from work or business.
୫. କୌଣସି ପଦାର୍ଥ ବ୍ୟବହାର କରିବାପାଇଁ ବ୍ୟକ୍ତି— ବିଶେଷଙ୍କୁ ରାଜାଙ୍କଠାରୁ ମିଳିବା ଛାଡ଼ —୫. Grant of privilege or license; privilege or permission granted by the king to person for the use of a particular article.

[ଉ—ଗଡ଼ଜାତ ଓ ରାଜୁଡ଼ା ମୁଲକରେ ବିବାହ ସମୟରେ ବରଯାତ୍ରା ଉପଲକ୍ଷରେ କରର ଗହଣରେ ହାତୀ, ଛତି, କାହାଳି, ପାଲିଙ୍କି, ପାଟଛତା ଇତ୍ୟାଦି ନେବା ସକାଶେ ରାଜାଙ୍କଠାରୁ ବ୍ୟକ୍ତି ବିଶେଷଙ୍କୁ 'ଶିଲ' ମିଲେ]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶ୍ରେୟଃ)

[ସମ୍ପାଦନା]
୧. ହିତ; ମଙ୍ଗଳ; ଉପକାର — ୧. Weltar; benefit.
୨. ହିତକାମନା —୨. Wish for a person's welfare good wishes.