Jump to content

ଶିଲିଙ୍ଗ୍

ଉଇକିଅଭିଧାନ‌ରୁ

ଶିଲିଙ୍ଗ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ଶିଲିଂ—ଅଶୁଦ୍ଧରୂପ)

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଶିଲିଙ୍ଗ)

[ସମ୍ପାଦନା]

ଇଂରାଜଦେଶ ପ୍ରଚଳିତ ରୌପ୍ୟମୁଦ୍ରା ବିଶେଷ —Shilling.

(ଏହାର ମୂଲ୍ୟ ଭାରତରେ ବର୍ତ୍ତମାନ ପ୍ରାୟ ବାରଅଣା)

[ଦ୍ରଷ୍ଟବ୍ୟ —୧ ଶିଲିଙ୍ଗ୍=୧୨: ଫେନସ୍ (ପେନନୀର ବହୁବଚନ ପେନ୍ସ୍) ୨ ଶିଲିଙ୍ଗ୍=୧ ପାଉଣ୍ଡ, ୨୧: ଶିଲିଙ୍ଗ୍ =୧ଗିନି (ସୁନା ମୋହର)]