Jump to content

ଶିଲ୍ (ଧାତୁ)

ଉଇକିଅଭିଧାନ‌ରୁ

ଶିଲ୍ (ଧାତୁ)

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ -

[ସମ୍ପାଦନା]
୧. ଉଞ୍ଛବୃତ୍ତି କରିବା; କୃଷକଦ୍ୱାରା କ୍ଷେତରୁ ଶସ୍ୟ କଟା ହୋଇ ନିଆ ହେବା ପରେ କ୍ଷତରେ ପଡ଼ିଥିବା ଶସ୍ୟାଦିକୁ (ଅନ୍ୟବ୍ୟକ୍ତି) ଗୋଟାଇ କରି ନେବା — ୧. To pick up the corn left in the field after harvesting.
୨. ନିପୁଣ ହେବା —୨. To be able; to be an expert.