ଶିଲ କରିବା
ଦେଖଣା
ଶିଲ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶିଲ କରିବା
|
ପ୍ରାଦେଶିକ - କ୍ରିୟାପଦ -
[ସମ୍ପାଦନା]- ୧. (ଗଡଜାତ)—କୌଣସି ବ୍ୟକ୍ତିର ଉପକାର ବା ହିତ ସାଧନ କରିବା —୧. To benifit a person.
- ୧. (ବାଙ୍କି) କାମ କରିବାଦ୍ୱାରା କୌଣସି ବ୍ୟକ୍ତିର ପରିଶ୍ରମକୁ ଲାଘବ କରିବା —୨. To lighten one's labour.