ଶିଲ ପାଇବା
ଦେଖଣା
ଶିଲ ପାଇବା
ଉଚ୍ଚାରଣ
[ସମ୍ପାଦନା](ଶିଲ ମିଳିବା—ବିଶେଷ୍ୟରୂପ)
ପ୍ରାଦେଶିକ - (ଗଡଜାତ)କ୍ରିୟାପଦ -
[ସମ୍ପାଦନା]- ୧. ବିଦାୟ ହେବାପାଇଁ ଅନୁମତି ପ୍ରାପ୍ତ ହେବା —୧. To get permīsion to depart.
- ୨. ଛୁଟି ପାଇବା — ୨. To get leave.
- ୩. କୌଣସି ଦ୍ରବ୍ୟର ବ୍ୟବହାର ପାଇଁ ରାଜାନୁମତି ପ୍ରାପ୍ତ ହେବା —୩. To get a license for the use of a particular thing.