Jump to content

ଶିଳପତା ବାହା

ଉଇକିଅଭିଧାନ‌ରୁ

ଶିଳପତା ବାହା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ଶିଳପୁତ୍ର+ବିବାହ)

[ସମ୍ପାଦନା]

ବେଶ୍ୟାମାନଙ୍କ ସମାଜରେ ପ୍ରଚଳିତ ନାମ ମାତ୍ର ବିବାହ ପଦ୍ଧତି —A nominal form of marriage amongst the prostitutes in which a matured girl goes through the marriage rites by setting up a pestle stone as the bridegroom.

[ଦ୍ରଷ୍ଟବ୍ୟ —ବେଶ୍ୟା ସମାଜରେ ବେଶ୍ୟା ବୃତ୍ତି କରିବା ପାଇଁ ଅଭିପ୍ରେତା ବେଶ୍ୟା ବାଳିକା— ମାନେ ପ୍ରାପ୍ତବୟସ୍କା ହେଲେ ସାମାଜିକ ଗୃହସ୍ଥର ବିବାହବିଧି ରକ୍ଷାର୍ଥ ଗୋଟିଏ ଶିଳପୁଆକୁ ବରରୂପେ କଳ୍ପନା କରି ବେଦୀରେ ଉପସ୍ଥାପୀତ କରି ତା ସଙ୍ଗେ ଉକ୍ତ କନ୍ୟାର ବିବାହ ବିଧି ନାମମାତ୍ର ସମ୍ପନ୍ନ କରାଯାଏ]