Jump to content

ଶିଳବୃତ୍ତି

ଉଇକିଅଭିଧାନ‌ରୁ

ଶିଳବୃତ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

କ୍ଷେତ୍ରରୁ ଧାନ କଟାଳିମାନେ ଧାନ କାଟି ନେବା ପରେ ଧାନ ଗଛରେ ଲାଗିରହିଥିବା କେଣ୍ଡା ମାନଙ୍କୁ ସଂଗ୍ରହ କରି ତଦ୍ଦ୍ୱାରା ଜୀବିକା ନିର୍ବାହ —Eking out of one's livelihood by plucking the ears of corn left on the stumps of the plants after harvesting.

=== ସଂସ୍କୃତ - ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରୀ (ବହୁବ୍ରିହୀ)

ଶିଳରତି —Ṡila rati (See)