Jump to content

ଶିଳାଟକ

ଉଇକିଅଭିଧାନ‌ରୁ

ଶିଳାଟକ

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବି— (ଶିଳା+ଅଟ ଧାତୁ=ଗମନ କରିବା+କର୍ମ. ଅକ)

୧. ଚନ୍ଦ୍ରଶାଳା —୧. A room on the top of a house.
୨. ଗର୍ଭ —୨. Hole.
୩. ଅଟ୍ଟାଳିକା — ୩. Building; palatial building.
୪. କୋଠା ଚାରିପାଖ୍ ତିଆରି ପାଚିରି; ଛଡ଼ଦେବାଲି (ହିନ୍ଦୀ - ଶ) —୪. Compound wall.