Jump to content

ଶିଳାନ୍ଧ୍ରା

ଉଇକିଅଭିଧାନ‌ରୁ

ଶିଳାନ୍ଧ୍ରା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶିଳୀନ୍ଧ+ଆ)

[ସମ୍ପାଦନା]
୧. ପକ୍ଷିଣୀ ବିଶେଷ — ୧. A sort of famale bird.
୨. କନ୍ଦଳୀ; ଖାଦ୍ୟକନ୍ଦ ବିଶେଷ —୨. A species of arum.
୩. ମୃତ୍ତିକା —୩. Earth; soil.
୪. ଭେକୀ — ୪. The female frog.