Jump to content

ଶିଳାଭଞ୍ଜ ଦେବ

ଉଇକିଅଭିଧାନ‌ରୁ

ଶିଳାଭଞ୍ଜ ଦେବ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ପ୍ରାଚୀନ ଭଞ୍ଜବଂଶର ପ୍ରଖ୍ୟାତ ରାଜା —A famous king of the anicent Bhan̄ja dynasty.

[ଦ୍ରଷ୍ଟବ୍ୟ —ଏ ପର୍ଯ୍ୟନ୍ତ ତିନି ଜଣ ଶିଳାଭ଼ଞ୍ଜ ଥିବାର ପ୍ରାଚୀନ ଲେଖମାନଙ୍କରୁ ପ୍ରମାଣ ମିଳିଲାଣି ପ୍ରଥମ ଶିଳାଭଞ୍ଜ ଶତ୍ରୁଭଞ୍ଜଙ୍କ ପିତା ଓ ରଣ ଭଞ୍ଜଙ୍କର ପିତାମହ ଥିଲେ ସେ ଖ୍ରୀ. ସପ୍ତମ ଶତାବ୍ଦୀର ଶେଷ ଭାଗରେ ଉଭୟ ଖିଞ୍ଜିଳମଣ୍ଡଳ (ବା ବୈହ, ଦଶପଲ୍ଲା, ଆମୁସର)କୁ ଶାସନ କରୁଥିଲେ ଦ୍ୱିତୀୟ ଶିଳାଭଞ୍ଜ ବା ସେଡ଼ା ଦିଗଭଞ୍ଜଙ୍କର ପୁତ୍ର ଓ ବିଦ୍ୟାଧର ଭ଼ଞ୍ଜଙ୍କର ପୌତ୍ର ଥିଲେ ସେ ମଧ୍ୟ ଉଭୟ ଖିଞ୍ଜିଳର ଅଧୀଶ୍ୱର ଥିଲେ ତୃତୀୟ ଶିଳାଭଞ୍ଜ, ବୌଦ ରାଜବଂଶର ପ୍ରଥମ ରାଜା ଥିବା ଜଣାଯାଏ କେଦାରନାଥ ମହାପାତ୍ର]