ଶିଳାୟୂ
ଗଳରୋଗ ବିଶେଷ —A kind of neck disease.
[ଦ୍ରଷ୍ଟବ୍ୟ —ଏଥିରେ କଫ ଓ ରକ୍ତ କୁପିତ ହେବାରୁ ଗଲାରେ ଅଅଁଳା କୋଳିପରେ ପୀଡ଼ାଦାୟକ ଗଣ୍ଠି ଉତ୍ପନ୍ନ ହୁଏ ଏଥିପାଇଁ ଅନ୍ନ ଗଳାରେ ଅଟକେ ହିନ୍ଦୀ - ଶ]