Jump to content

ଶିଳା ଦିତ୍ୟ

ଉଇକିଅଭିଧାନ‌ରୁ

ଶିଳା ଦିତ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନାମ)

[ସମ୍ପାଦନା]

ରାଜା ହର୍ଷବର୍ଦ୍ଧନ ବା ଶ୍ରୀହର୍ଷ[ଦ୍ରଷ୍ଟବ୍ୟ ଏ ଉତ୍ତର ଭାରତରେ ଖ୍ରୀଷ୍ଟୀୟ ୭ମ ଶତାବ୍ଦୀର ପ୍ରଥମାର୍ଦ୍ଧ (୬୭: —୬୫୭: ଖ୍ରୀଷ୍ଟାବ୍ଦ)ରେ ରାଜତ୍ୱ କରୁଥିଲେ ସୁପ୍ରସିଦ୍ଧ କବି ବାଣଭଟ୍ଟ ଏହା୪ଙ୍କ ଜୀବନର ଘଟନାଚୟକୁ ଅବଲମ୍ୱନ କରି 'ବଷ ଚରିତ' ରଚନା କରିଥିଲେ ଏ ବୌଦ୍ଧ ଧର୍ମ୍ମରେ ଦୀକ୍ଷିତ ହୋଇତିଲେ ଏ ପ୍ରଭାକର

ବର୍ଦ୍ଧନ ନାମକ ରାଜାଙ୍କର ଦ୍ୱିତୀୟ ପୁତ୍ର ଏ ବିଦ୍ୱାନ ଓ ବିଦ୍ୟୋତ୍ସାହୀ ଥିଲେ ଏହାଙ୍କ ପ୍ରସିଦ୍ଧ ନାଟକ ଦ୍ୱୟ ନାଗାନନ୍ଦ ଓ ରତ୍ନାବଳୀ ଏହାଙ୍କ ରାଜତ୍ୱ କାଳରେ ପ୍ରସିଦ୍ଧ ଚିନ୍ ପର୍ଯ୍ୟଟକ ହୁଏନ୍ସାଂ ଭାରତକୁ ଆସିଥିଲେ ଏ ବୌଦ୍ଧ ଥିଲେ ମଧ୍ୟ ବ୍ରହ୍ମଣମାନଙ୍କୁ ଓ ହିନ୍ଦୁ ଧର୍ମ୍ମକୁ ସମ୍ମାନ କରୁ— ଥିଲେ ବୌଦ୍ଧଧର୍ମ ବିସ୍ତାର ପାଇଁ ଏ ପ୍ରଭୂତ ଅର୍ଥ ବ୍ୟୟ କରିଥିଲେ ଓ ପ୍ରତି ପଞ୍ଚମବର୍ଷରେ ରାଜକୋଷରେ ସଞ୍ଚିତ ଧନକୁ ସ୍ୱଧର୍ମୀ ଓ ବିଧର୍ମୀମାନଙ୍କୁ ଦାନ କରୁଥିଲେ ଏ ୬୩୪: ଖ୍ରୀଷ୍ଟାବ୍ଦରେ ଗୋଟିଏ ବୌଦ୍ଧଧର୍ମସଭା ଆହ୍ୱାନ କରି ରାଜ୍ୟରେ ବୁଦ୍ଧଦେବ, ସୂର୍ଯ୍ୟଦେବ ଓ ଶିବଙ୍କ ମୂର୍ତ୍ତି ସ୍ଥାପନ କରିଥିଲେ] —The name of a king of Northern India in the ୧st half of the ୭th century. A. D.