Jump to content

ଶିଳା ପୁଷ୍ପ

ଉଇକିଅଭିଧାନ‌ରୁ

ଶିଳା ପୁଷ୍ପ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ଶିଳା ପ୍ରସୁନ—ଅନ୍ୟରୂପ]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଔଷଧ ବିଶେଷ ୧. A herb; Permalia Perlata, Permalta Perforatus.

[ଦ୍ରଷ୍ଟବ୍ୟ —ଏହା ଶୀତବୀଯ୍ୟ, ହୃଦୟଗ୍ରାହୀ ଓ ଲଘୁ; ଏହା କଫ, ପିତ୍ତ କଣ୍ଡୁ, କୁଷ୍ଠ, ଅଶ୍ମରୀ, ଦାହ, ବିଷଦୋଷ ଓ ଗୁହ୍ୟ ଦେଶରୁ ରକ୍ତସ୍ରାବ ନିବାରଣ କରେ]

୨. ଶିଳାଜତୁ (ହିନ୍ଦୀ - ଶ.) —୨. Mummy.