Jump to content

ଶିଳିନ୍ଦ

ଉଇକିଅଭିଧାନ‌ରୁ

ଶିଳିନ୍ଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ମତ୍ସ୍ୟ ବିଶେଷ; ଜଳଙ୍ଗ ମାଛ —A species of fish; Silundia Gangetica.

[ଦ୍ରଷ୍ଟବ୍ୟ —ଏହା ଅଶଳ୍ମ, ଗୁମ୍ଫାବିଶିଷ୍ଟ କର୍ଦ୍ଦମଚର ମାଛ ଏହା ଆଡ଼ି ମାଛ ପରି ନଈରେ ଥାଏ; ଲମ୍ୱରେ ୩\୪: ହାତ ବଢ଼େ; ଆଖି ଛୋଟ; ପାଣିରୁ ବାହାରକୁ ଆଣିଲେ ଶୀଘ୍ର ମରେ ନାହିଁ ଏହା ଶ୍ଳେଷ୍ମକର, ମଧୁର ବିପାକ, ମଧୁର ରସ, ବଳବର୍ଦ୍ଧକ, ଗୁରୁ, ବାତ ପିତ୍ତନାଶକ, ହୃଦ୍ୟ ଓ ଆମବାତ ଆଦି ରୋଗକାରକ]