ଶିଳିପୁତା
ଦେଖଣା
ଶିଳିପୁତା
ଉଚ୍ଚାରଣ
[ସମ୍ପାଦନା]ଶିଳ ପୁଆ, ଶିଳିପା, ଶିଳିପୁଆ, ଶିଳୁପା, ଶିଳୁପୁଆ, ଶିଳିପୁତା(ମେଦିନୀପୁର)ଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - [ସଂସ୍କୃତ - ଶିଳାପୁତ୍ର]
[ସମ୍ପାଦନା]ଯେଉଁ କ୍ଷୁଦ୍ର ଗୋଲ ଓ ଲମ୍ୱ ପ୍ରସ୍ତର ଖାଣ୍ଡ ଧରି ଶିଳ ଉପରେ ପଦାର୍ଥକୁ ବାଟିବାକୁ ହୁଏ The small stone by
Which articles are pounded or pestled on a slab of stone; Pestle-stone.
[ଉ—ଉଠିଲେ ଭବ ସୁଖ ଦାତା ଘରୁ ଆଣିଲେ ଶିଳପୁତା ଜଗନ୍ନାଥ—ଭାଗବତ ଉ—ଶିଳଶିଳପିତା ଗଗନେ ଉଡ଼ୁଛନ୍ତି, ଶିମିଳି ତୁଳା ବହୁଛି ମୋତେ ରଖ୍—ଢଗ]
[ଦ୍ରଷ୍ଟବ୍ୟ —ବହୁକାଳ ବ୍ୟବହାର ହେବା ପରେ ଘୋରି ହୋଇ ମୁଣ୍ଡଟି ମାତ୍ର ଅବଶିଷ୍ଟ ରହିଥିବା ଶିଳପା ଖଣ୍ଡକୁ 'ମୁଣ୍ଡି ଶିଳପୁଆ' କହନ୍ତି]