Jump to content

ଶିଳୀନ୍ଧ୍ରୀ

ଉଇକିଅଭିଧାନ‌ରୁ

ଶିଳୀନ୍ଧ୍ରୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଗଣ୍ଡୂପଦୀ; ଜିଆନାଡ଼; କେଞ୍ଚୁଆ (ହିନ୍ଦୀ - ଶ.) — ୧. Earth worm.
୨. ମାଟି (ହିନ୍ଦୀ - ଶ) — ୨. Soil.
୩. ଏକ ପ୍ରକାର ପକ୍ଷୀ (ହିନ୍ଦୀ - ଶ) — ୩. A kind of bird.
୪. ଭେକୀ —୪. A female frog.