Jump to content

ଶିଳୀ ମୁଖ

ଉଇକିଅଭିଧାନ‌ରୁ

ଶିଳୀ ମୁଖ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରିହୀ; ଶିଳୀ(ଶଲ୍ୟ) ଅଛି ମୁଖରେ ଯାହାର]

[ସମ୍ପାଦନା]
୧. ବାଣ; ତୀର —୧. Arrow; dart.
୨. ଭ୍ରମର —୨. Black bee.

[ଉ—ଶିଳୀମୁଖ ଗୁଣେ ଶିଳୀମୁଖ ଥୋଇଲା, ଉଚ୍ଛନ୍ନ ଆଚ୍ଛନ୍ନ ସେ କୁମର ହୋଇଲା ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ]

୩. ଯୁଦ୍ଧ (ହିନ୍ଦୀ - ଶ) — ୩. Fight.
୪. ମୁର୍ଖ ବ୍ୟକ୍ତି; ବେକୁବ୍(ହିନ୍ଦୀ - ଶ) — ୪. Foolish person; dunce.