Jump to content

ଶିଳୂଷ

ଉଇକିଅଭିଧାନ‌ରୁ

ଶିଳୂଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ଶିଳ୍ ଧାତୁ=ଅଭ୍ୟାସ କରିବା+କର୍ତ୍ତୃ. ଉଷ)

[ସମ୍ପାଦନା]
୧. ଗନ୍ଧର୍ବ ରାଜ ଶୈଳୁଷହ୍କ ପିତା; ନାଟ୍ୟାଚାର୍ଯ୍ୟ ଋଷିବିଶେଷ —୧. Name of a celebrated music master, said to be a Gandharba.
୨. ବେଲଗଛ (ହିନ୍ଦୀ - ଶ) —୨. Marmalos tree.
୩. ଶୈଳୁଷ (ଦେଖ) - —୩. Ṡ&aline;i̱ḻusha (See)