ଶିଳୋଞ୍ଛ
ଶିଳବୃତ୍ତି ଓ ଉଞ୍ଛବୃତ୍ତି; କ୍ଷେତ୍ରରୁ ଶସ୍ୟ କେଣ୍ଡାର ଆହରଣ —The collecting of the grains and the ears of corn left in field after harvesting.
[ଉ— ଧାନ୍ୟ ଯାଚ୍ଜ୍ଞା ପ୍ରତିଦିନ, ଯେ ଅବା ବୃତ୍ତି ଶିଳୋଞ୍ଛ ଜଗନ୍ନାଥ. ଭାଗବତ]