Jump to content

ଶିଳ୍ପିକା

ଉଇକିଅଭିଧାନ‌ରୁ

ଶିଳ୍ପିକା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ବୈଦ୍ୟକ)—ମହାରାଷ୍ଟ୍ର ଦେଶୀୟ ତୃଣ ବିଶେଷ [ଉ—ଏହା ମଧୁର ରସ, ଉଷ୍ଣ ବୀର୍ଯ୍ୟ ଓ ବଳ ବୀର୍ଯ୍ୟ କାରକ) ୧. A species of grass used in medicine.

[ଦ୍ରଷ୍ଟବ୍ୟ — ଏହା ମୂତ୍ରରୋଧ, ଅଶ୍ମରୀ, ଶୂଳ, ଜ୍ୱର ଓ ପିତ୍ତ ନାଶକ—ଭିଶ୍ୱକୋଷ]

୨. ଶିଳ୍ପିକର ସ୍ତ୍ରୀ ଲିଙ୍ଗ ୨. Feminine of Ṡilpīka.